ମାର୍ଗାରେଟ୍ ଆଲଭା ହେବେ ବିରୋଧୀଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ମାସ ୬ ତାରିଖରେ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଶାସକ ଏନଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ…
Read More...

ଶ୍ରାବଣ ମାସରେ କଣ ଖାଇବେ ନାହିଁ,ଜାଣନ୍ତୁ

ଭୁବନେଶ୍ୱର: ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ୨୦୨୨ ଜୁଲାଇ ୧୪ରୁ ଆରମ୍ଭ ହୋଇଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ମାସରେ ଶିବଙ୍କ ପୂଜା କରିବା ଦ୍ୱାରା ଦୁଇଗୁଣ ଫଳ ମିଳିଥାଏ । ଚଳିତବର୍ଷ ଶ୍ରାବଣ ମାସ ୧୪ ଜୁଲାଇରୁ…
Read More...

NDA ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

ଭୁବନେଶ୍ୱର: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିସାରିଛି । ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପାର୍ଥୀ ଘୋଷଣା କରାଯାଇଛି । ତେବେ ଧନଖଡ଼ଙ୍କୁ…
Read More...

କାହିଁକି ଜଗଦିପୀଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଭିନ୍ନ ସମୟରେ ଚ୍ୟାଲେଞ୍ଜ ଦେଉଥିଲେ ରାଜ୍ୟପାଳ ଜଗଦୀପ ଧନଖଡ। ହେଲେ ତାଙ୍କୁ କାହିଁକି ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ କରାଇଲା? ନା ରାଜ୍ୟପାଳଙ୍କୁ…
Read More...

ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଶୈବ ପୀଠରେ ଚଳଚଞ୍ଚଳ

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭକ୍ତ ଆଉ ଭଗବାନଙ୍କର ହେବ ଏଥରକ ପୁଣିଥର ମହା ମିଳନ । ଏଥିପାଇଁ କାଉଡିଆ ମାନେ ପାଣି ଲାଗି ପାଇଁ ଜଳାଶୟରୁ…
Read More...

ସ୍ଵିଗି ଡେଲିଭାରି ବୟଙ୍କୁ ମୃତ ଦେହ ଉଦ୍ଧାର

କଟକ: ସ୍ୱିଗି ଡେଲିଭରୀ ବୟଙ୍କ ମୃତଦେହ ଉଦ୍ଧାର । ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନିରାକାର ବେତାଳ । ଏହା ହତ୍ୟା କି ଦୁର୍ଘଟଣା ତାହା ସନ୍ଦେହରେ ରହିଛି । ଘଟଣାସ୍ଥଳରେ…
Read More...

ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ୨୦୨୦ ମସିହାରୁ ଲାଗି ରହିଛି ଲଦ୍ଦାଖ ସୀମା ବିବାଦ । ଏ ନେଇ ଅନେକ ଆଲୋଚନା ପୂର୍ବରୁ ହୋଇ ସାରିଛି । ତେବେ ପୂର୍ବରୁ ସମସ୍ତ ଆଲୋଚନାରେ କୌଣସି ନିଷ୍କର୍ସ ମିଳି ନଥିବା ବେଳେ ଏବେ ଆଉ…
Read More...

ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅଭିନବ ନିର୍ଦ୍ଦେଶନାମା ଜାରି ହୋଇଛି । ଏଣିକି ମାସ୍କ ପିନ୍ଧିନଥିଲେ ରାଜଧାନୀ…
Read More...

NDA ର ରାଷ୍ଟ୍ରପତି ପାର୍ଥୀଙ୍କୁ ନେଇ ଏମିତି କାହିକିଁ କହିଲେ ତେଜସ୍ଵି ଯାଦବ

ଶିବହର: ଆମେ ରାଷ୍ଟ୍ରପତି ଭବନରେ ମୂର୍ତ୍ତି ସ୍ଥାପନା ଚାହୁଁନୁ ବୋଲି ଶାସକ ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସହିତ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସହ ତୁଳନା କରି…
Read More...

ତିଆରି ବେଳେ ଫୁଟିଲା ବୋମା

ବୀରଭୂମ: ବୋମା ତିଆରି କରିବା ପଡିଲା ମହଙ୍ଗା। ଏକ ଦେଶୀ ବୋମା ଫୁଟିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ରବିବାର ଭୋରରେ ଏହି ଘଟଣା ଘଟିଛି। ଦୁଇ…
Read More...