ଦଳିତ ହୋଇଥିବାରୁ ସମ୍ମାନ ମିଳୁନି,କାହିଁକି ଏମିତି କହିଲେ ମନ୍ତ୍ରୀ

ଲକ୍ଷ୍ନୌ: ମୋତେ ମୋ ବିଭାଗରେ ଅଣଦେଖା କରାଯାଉଛି। ଦଳିତ ହୋଇଥିବାରୁ ଅପମାନିତ କରାଯାଉଛି। ଅଧିକାରୀ ମୋ କଥା ଶୁଣୁ ନାହାନ୍ତି… ଏମିତି ସଙ୍ଗୀନ ଅଭିଯୋଗ ଲଗାଇ ଯୋଗୀ ସରକାରରେ ଜଳଶକ୍ତି ବିଭାଗର ରାଜ୍ୟ ମନ୍ତ୍ରୀ…
Read More...

କଲରାପତରିଆ ବାଘଛାଲ ଉଦ୍ଧାର

ରାମଗିରି: କୋରାପୁଟ ଜିଲ୍ଲାର ରାମଗିରି ଗୁପ୍ତେଶ୍ବର ଗେଟ୍‌ ନିକଟରୁ ମଙ୍ଗଳବାର କଲରାପତରିଆ ବାଘ ଛାଲ ଜବତ ହୋଇଛି। ବାଘଛାଲ ଜବତ କରିବା ସହ ବେପାରୀକୁ ଗିରଫ କରିଛି ଏସଟିଏଫ୍‌ ଟିମ୍‌। ବେପାରୀ ଜଣକ ହେଉଛନ୍ତି…
Read More...

ମୁଢ଼ି ଉପରେ ଲାଗିବନି GST,ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଚୁଡ଼ା ଓ ମୁଢ଼ି ଭଳି ଖାଦ୍ୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସ୍‌ଟି ଲଗାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିବାଦ ମଧ୍ୟରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
Read More...

ସଡ଼କ ଦୁର୍ଘଟଣାରେ ଚାଲିଗଲା ଶ୍ରମିକଙ୍କ ଜୀବନ

ସୋନପୁର : ସଡକ ଦୁର୍ଘଟଣାରେ ଜଣେ ମୃତ । ସୋନପୁର-ବଲାଙ୍ଗୀରି ୫୭ ନମ୍ବର ଜାତୀୟ ରାଜପଥ ସିଆଲଜୁରୀ ରାଇସମିଲ ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳୁ ସକାଳୁ ଅଜଣା ଗାଡି ଧକ୍କାରେ ଜଣେ…
Read More...

କାହିଁକି ଦ୍ରୌପଦୀଙ୍କୁ ସମର୍ଥନ କରିଥିଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ: କଂଗ୍ରେସ ସମର୍ଥନ କରି ନଥିଲେ ବି ଝାଡଖଣ୍ଡରେ କଂଗ୍ରେସ ସହ ସରକାର ଚଳାଉଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ…
Read More...

ଜାଣନ୍ତୁ କେଉଁଥିରେ ଲାଗିଲା GST

ଦହି, ଲସି, ବେସନ, ଚାଉଳ, ଡାଲି, ଅଟା, ସୁଜି, ଗହମ, ଚୁଡ଼ା, ମୁଢ଼ି ଏପରି ୧୪ଟି ସାମଗ୍ରୀ ଖୋଲାରେ କିଣିଲେ ଜିଏସ୍‌ଟି ଲାଗୁ ହେବ ନାହିଁ। ଏହି ସାମଗ୍ରୀ ପ୍ୟାକେଟ୍‌ରେ ବିକ୍ରୀ ହେଲେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ।…
Read More...

ଗୋମୂତ୍ର କିଣିବେ ସରକାର ,ଜାଣନ୍ତୁ କାହିଁକି

ଛତିଶଗଡ଼ର ଭୂପେଶ ବଘେଲ ସରକାର ଗୋବର ପରେ ଏବେ ଗୋମୂତ୍ର କିଣିବାକୁ ଯାଉଛି। ଗୋମୂତ୍ର କିଣିବାର ପ୍ରକ୍ରିୟା ୨୮ ଜୁଲାଇ ହରେଲି ଉତ୍ସବରୁ ଆରମ୍ଭ ହେବ। ପାଇଲଟ୍‌ ପ୍ରୋଜେକ୍ଟ ଅଧୀନରେ ପ୍ରତ୍ୟେକ ଜିଲ୍ଲାର ୨ ସ୍ୱାବଲମ୍ବୀ…
Read More...

୧୨ ବିଦ୍ରୋହୀ ସାଂସଦଙ୍କୁ y+ ସୁରକ୍ଷା

ମୁମ୍ବାଇ: ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା। ଗତକାଲି ରାତିରେ ଏହି ୧୨…
Read More...

ମୋକିମଙ୍କୁ ହେବ କାରଣ ଦର୍ଶାଅ ନୋଟିସ୍,ଜାଣନ୍ତୁ କିଏ କହିଲେ

କଟକ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ଭୋଟିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସମସ୍ତ ବିଧାୟକମାନେ ଭୋଟ ଦେଇଛନ୍ତି । ଏହାରି ମଧ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ…
Read More...

ପୁଣି ସୁନା ଓ ରୂପା ରେଟ କମିଲା

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବା ବେଳେ ସୁନା-ରୂପା ଉପରେ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଆଜି ପୁଣି ସୁନା-ରୂପା ଦାମରେ ହ୍ରାସ ଘଟିଥିବା ଜଣାପଡିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର…
Read More...