କେବେ ବି ଖାଆନ୍ତୁ ନାହିଁ ରାତିରେ ଏହି ସବୁ ଖାଦ୍ୟ

ରାତ୍ରି ଭୋଜନକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନେକ ମତ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରାତିରେ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ…
Read More...

ପିଉଛନ୍ତି କି କାକୁଡି ଜୁସ ,ଜାଣନ୍ତୁ କଣ ମିଳେ ଲାଭ

ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟପେୟ ସହ ଜୀବନଶୈଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ଏହା ନିୟନ୍ତ୍ରଣରେ ରହିବା ଆବଶ୍ୟକ। ନଚେତ୍‍ ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ। ଏହା ହୃଦୟ ଉପରେ କୁପ୍ରଭାବ ପକାଇବା ସହ…
Read More...

ଧଳା କେଶକୁ ମଧ୍ୟ କଳା କରିଦିଏ ଏହି ପତ୍ର ,ଜାଣନ୍ତୁ କେମିତି କରିବେ ବ୍ୟବହାର

ସମସ୍ତଙ୍କୁ କଳା ଏବଂ ଘନ କେଶ ବହୁତ ପସନ୍ଦ ଆସିଥାଏ। କିନ୍ତୁ ଆଜିକାଲି କମ୍‌ ବୟସରେ ମଧ୍ୟ କେଶ ଧଳା ହେବା ସହିତ ପ୍ରଚୁର ମାତ୍ରାରେ ଝଡୁଛି। ଟେନସନ ଯୋଗୁଁ ଏପରି ହୋଇଥାଏ । କେବଳ ବୟସ୍କ ନୁହେଁ ବରଂ ଛୋଟ ପିଲାଙ୍କର…
Read More...

୧୫ କଏଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ,ଜାଣନ୍ତୁ କାହିଁକି

ଜାମସେଦପୁର: ଏହା ସାଙ୍ଗରେ ୧୫ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ। ଜେଲ‌ ଭିତରେ ରହି ଜଣେ କଏଦୀଙ୍କୁ ମାଡ଼ ମାରି ହତ୍ୟା କରିଥିବାରୁ ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି ଝାଡଖଣ୍ଡ କୋର୍ଟ। ୨୦୧୯ରେ ଜେଲ…
Read More...

ବିଜେପିକୁ କଟାକ୍ଷ କଲେ ଏନସିପି ନେତା

ମୁମ୍ବାଇ: ବିଜେପିର ଶୀର୍ଷ ନେତାଙ୍କ ମଧ୍ୟରୁ ଅନ୍ୟତମ ନୀତିନ ଗଡକରୀଙ୍କୁ ପାର୍ଟିର ନିର୍ଣ୍ଣାୟକ ସଂସ୍ଥା ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି। ଏହାକୁ ନେଇ ବିଜେପିକୁ ତାର୍ତ୍ସଲ୍ୟ କରିଛି ଏନସିପି। ଶରଦ ପାଓ୍ଵାରଙ୍କ…
Read More...

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଲାଲୁ

ନୂଆଦିଲ୍ଲୀ: ବିହାରେ ଜେଡିୟୁ ନେତା ନୀତୀଶ କୁମାର ଆରଜେଡି ଓ କଂଗ୍ରେସ ସମେତ ୭ ଦଳକୁ ନେଇ ମହାଗଠବନ୍ଧନ ୨.୦ ସରକାର ଗଠନ କରିଛନ୍ତି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ସହ ଆରଜେଡି ନେତା ତଥା ଲାଲୁ ପ୍ରାସନ ଯାଦବଙ୍କ…
Read More...

କାହିଁକି ଏମିତି କହିଲେ ଆଦିତ୍ୟ

ମୁମ୍ବାଇ: ମହାରାଷ୍ଟ୍ର ଯାତ୍ରାରେ ବାହାରିବେ ଶିବସେନା ବିଧାୟକ ଆଦିତ୍ୟଠାକରେ। ଭୋଟ ପାଇଁ ନୁହଁ। ଲୋକଙ୍କ ଆଶୀର୍ବାଦ ପାଇଁ ସେ ଯାତ୍ରା ଜାରି ରଖିବେ। ଜାତୀସ୍ତର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି…
Read More...

ବାବାଙ୍କୁ ନୋଟିସ,ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ବାବା ରାମଦେବଙ୍କୁ କୋଭିଟ ଟିକା ଏବଂ ଏଲୋପାଥିକ ଔଷଧ ଉପରେ ଦାବି କରି ଜନସାଧାରଣଙ୍କୁ ବିଭ୍ରାନ୍ତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପତଞ୍ଜଳୀ ଦ୍ୱାରା…
Read More...

ଖାଇବା ପରେ ପିଉଛନ୍ତି କି,ଥଣ୍ଡା ପାଣି

ଅନେକ ଲୋକଙ୍କ ଅଭ୍ୟାସ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ପିଇବା। ଆପଣ ମଧ୍ୟ ଏଭଳି କରୁଛନ୍ତି କି? ଏଭଳି ଅଭ୍ୟାସ ଥିଲେ, ତୁରନ୍ତ ବଦଳାଇ ଦିଅନ୍ତୁ। ଆଜ୍ଞା ହଁ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ…
Read More...

ଗୌତମ ଆଦାନୀଙ୍କୁ Z+ ସୁରକ୍ଷା

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଅଦାନୀଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଗୌତମଙ୍କୁ ଏହି ସୁରକ୍ଷା ସିଆରପିଏଫର ଭିଆଇପି ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯିବ । ତେବେ…
Read More...