ମଧ୍ୟପ୍ରାଚ୍ୟ ଯୁଦ୍ଧ ନିକଟତର! ଆମେରିକା ପଠାଇଲା ଅତିରିକ୍ତ ସେନା, ବୁଡ଼ାଜାହାଜ

ହିଜବୁଲ୍ଲା ଓ ଇରାନ୍‌ ଠାରୁ ଇସ୍ରାଏଲ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିକଟତର ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ପୂର୍ବତନ ଜେନେରାଲ୍‌ ମତ ଦେଇଛନ୍ତି।…
Read More...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଦିଲ୍ଲୀରେ ବସିବ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକ। ପୂର୍ବାହ୍ନରେ ଏହି ବୈଠକ ବସିବାର ଅଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଜ୍ୟରେ କୋଷ୍ଟାଲ ହାଇୱେ ଏବଂ ରୋଡ ନେଟୱର୍କ ଲାଗି କେନ୍ଦ୍ର…
Read More...

ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ

ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ…
Read More...

ଇଞ୍ଜୁରୀକୁ ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ

ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ବଦେଶ ନ ଫେରି ଜର୍ମାନୀ ଗସ୍ତ କରିଛନ୍ତି। ସେଠାରେ ସେ ତାଙ୍କର ଅସ୍ତ୍ରୋପଚାର ସମ୍ଭାବନାକୁ ନେଇ ଡାକ୍ତରୀ ପରାମର୍ଶ ନେବେ।…
Read More...

ଦୃଷ୍ଟିହୀନଙ୍କ ପାଇଁ ସ୍ବତନ୍ତ୍ର ଏଟିଏମ କାର୍ଡ ଆଣିଲା ପିଏନବି

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୃଷ୍ଟିହୀନ ଗ୍ରାହକଙ୍କ ପାଇଁ ସୋମବାର ଏକ ଡେବିଟ୍ କାର୍ଡ ପିଏନବି ଇଣ୍ଟ-ଦୃଷ୍ଟି ବ୍ରେଲ୍ ଡେବିଟ୍ କାର୍ଡ ଲଞ୍ଚ କରିଛି। ଏହି କାର୍ଡର ଭିନ୍ନ ଗଠନ ଓ ରଙ୍ଗ ଯୋଗୁଁ ଏହା ସହଜରେ…
Read More...

ଡାକ୍ତର ବଳାତ୍କାର ମାମଲାକୁ ନେଇ ଆକ୍ସନରେ ମମତା, ଭେଟିଲେ ପୀଡ଼ିତାଙ୍କ ପରିବାରକୁ

ପଶ୍ଚିମବଙ୍ଗରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ଏବେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥି ସହିତ,…
Read More...

କେଜ୍‌ରିଓ୍ବାଲଙ୍କ ସ୍ଥାନରେ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଆତିଶୀ

ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।…
Read More...

ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି: ଟୁଇଟ୍‌ କରି ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଦେଲେ ଏମିତି

ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ୍‌ କରିଛନ୍ତି। ଟୁଇଟ୍‌ କରି ନବୀନ କହିଛନ୍ତି, ୩ ହଜାରରୁ ୩୫୦୦ ଭତ୍ତା ବୃଦ୍ଧି ପାଇଁ ପ୍ରତିଶ୍ରୁତି…
Read More...

ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା

ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ବୋଏପାସ୍ ATR-72 ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ…
Read More...

ଆଜି ବିଶ୍ବ ସିଂହ ଦିବସ

ଅଗଷ୍ଟ ୧୦ ତାରିଖକୁ ବିଶ୍ବ ସିଂହ ଦିବସ ରୂପେ ପାଳନ କରା ଯାଉଛି। ଏ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋପ ପାଇବାକୁ ବସିଥିବା ସିଂହମାନଙ୍କ ବଂଶକୁ ସୁରକ୍ଷା ଓ ସଂରକ୍ଷଣ କରି ସେମାନଙ୍କ ବଂଶ ବୃଦ୍ଧି କରାଇବା ଲାଗି ବ୍ୟାପକ…
Read More...