ବାଣଫୁଟା କଟକଣା ଉଲ୍ଲଂଘନ: ଦିଲ୍ଲୀ ସରକାର, ପୁଲିସ ମୁଖ୍ୟଙ୍କୁ କୈଫିୟତ ତଲବ କଲେ ସୁପ୍ରିମକୋର୍ଟ

ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ବାଣ ବିକ୍ରି ଓ ବାଣଫୁଟା ଉପରେ କଟକଣା ଜାରି କରାଯାଇଥିଲା। ଏହାସତ୍ତ୍ବେ ଗତ ଗୁରୁବାର ଦୀପାବଳି ଉପଲକ୍ଷେ ସହରରେ ପ୍ରବଳ ବାଣ ଫୁଟାଯାଇଥିବାରୁ ପ୍ରଦୂଷଣ ସ୍ଥିତି ସାଂଘାତିକ…
Read More...

ୟୁପି, କେରଳ ଓ ପଞ୍ଜାବ ବିଧାନସଭା ଉପନିର୍ବାଚନ: ଭୋଟଗ୍ରହଣ ତାରିଖ ୧୩ରୁ ୨୦କୁ ଘୁଞ୍ଚିଲା

ବିଭିନ୍ନ ରାଜନୈତିକ ଦଳଙ୍କ ଅନୁରୋଧ ରକ୍ଷାକରି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଉତ୍ତର ପ୍ରଦେଶ (ୟୁପି), କେରଳ ଓ ପଞ୍ଜାବର ମୋଟ ୧୪ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନଭେମ୍ବର ୧୩ରୁ ୨୦କୁ ଘୁଞ୍ଚାଇ…
Read More...

ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନକୁ ଭଣ୍ଡୁର ଯୋଜନା, ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନେ ଚଳାଇଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ୧୮ଜଣ ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ସାଧୁମାନେ…
Read More...

ପାଞ୍ଜିରେ ପର୍ବପର୍ବାଣିକୁ ନେଇ ବିବାଦ ଘଟଣା: ପାଣ୍ଡୁଲିପି ଦାଖଲ ପାଇଁ ପଞ୍ଜିକାରଙ୍କୁ ମନ୍ଦିର ପ୍ରଶାସନର ଚିଠି

ଚଳିତ ବର୍ଷ ପାଞ୍ଜିରେ ଥିବା ତିଥି ତଥା ପର୍ବପର୍ବାଣିକୁ ନେଇ ବିବାଦ ଦେଖାଦେଇଥିଲା। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତିଥିରେ ପର୍ବପର୍ବାଣି ପାଳନ ନେଇ ଦର୍ଶାଯାଇଥିଲା, ଯାହାକୁ ନେଇ ଜନସାଧାରଣ ଦ୍ୱନ୍ଦ୍ୱରେ…
Read More...

ଆଜି ଓଡ଼ିଶା ଆସୁଛନ୍ତି ଚରଣ ଓ ମୀନାକ୍ଷୀ: ପିସିସି ସଭାପତି ବାଛିବାକୁ ମତ ଦେବେ ନେତା

ପିସିସି ସଭାପତି ମନୋନୟନ ନେଇ ପ୍ରଦେଶ କଂଗ୍ରେସ ନେତାଙ୍କ ପାଖରୁ ମତାମତ ଲୋଡିବେ ଛତିଶଗଡ କଂଗ୍ରେସ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଏବଂ ତାଙ୍କୁ ସହାୟତା କରିବା ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ମୀନାକ୍ଷୀ ନଟରାଜନ…
Read More...

ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର

ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ…
Read More...

ପାକିସ୍ତାନ କହିଲା ଦିଲ୍ଲୀ ନୁହେଁ ଲାହୋର ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର

ଲଗାତାର ଧୂଆଁ ଯୋଗୁଁ ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରର ବାସିନ୍ଦାଙ୍କୁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୧୯୦୦ ଅତିକ୍ରମ କରିଥିବା କୁହାଯାଉଛି। ଏହି…
Read More...

୫ରେ ଘୂର୍ଣ୍ଣିବଳୟ, ୧୦ ଯାଏ ବର୍ଷା

ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ…
Read More...

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ। ୨୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି। ତେବେ…
Read More...

ପୁଣି ଏକ ଲଜ୍ୟାଜନକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ପଶ୍ଚିମବଙ୍ଗ

କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଲୋକଙ୍କ ମନରୁ ଏହି ଘଟଣା ଲିଭିନଥିବାବେଳେ ଏବେ ପୁଣି ଏକ ଲଜ୍ୟାଜନକ…
Read More...