ତିନିରେ ବାତ୍ୟା

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଏହା ପୁଡୁଚେରୀ ଠାରୁ ୭୯୦, ଚେନ୍ନାଇ ଠାରୁ ୮୦୦ କିମି ଦୂରରେ ଅବସ୍ଥିତ ରହିଛି। ଦିନକ ପରେ ଅର୍ଥାତ ୩ ତାରିଖ ରବିବାର ଏହା ବାତ୍ୟାରେ…
Read More...

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ଖାର୍ଗେ, ସୋନିଆ ଦେଲେ ସଂକେତ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ଡିସେମ୍ବର ୩ରେ ହେବାକୁ ଯାଉଛି। ଏହା ପରେ ସମସ୍ତ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଭାରତୀୟ ଜନତା ପାର୍ଟିର ଏନଡିଏ ମିଳିତ ମଞ୍ଚ…
Read More...

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଫେରୁଛି ଶାନ୍ତି,ବନ୍ଦ ହେବ ଯୁଦ୍ଧ

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଫେରୁଛି ଶାନ୍ତି। ବନ୍ଧକ ନାଗରିକ ମୁକ୍ତ ହେବା ପରେ ଇସ୍ରାଏଲ ଓ ପାଲେଷ୍ଟାଇନବାସୀ ସାମାନ୍ୟ ଆସ୍ୱସ୍ଥି ପାଇଛନ୍ତି। ଏହାରି ମଧ୍ୟରେ ଅସ୍ତ୍ରବିରତିକୁ ଆଉ ଗୋଟିଏ ଦିନ ଘୁଞ୍ଚାଇବାକୁ ରାଜି…
Read More...

ମନୀଷା ପାଢ଼ୀ ହେଲେ ଦେଶର ପ୍ରଥମ ମହିଳା ADC

ଓଡ଼ିଆ ଝିଅ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ମହିଳା ADC । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ADC (Aide-De-Camp) ଭାବେ ନିଯୁକ୍ତି ଦେଇଛନ୍ତି ।…
Read More...

୭ ଜିଲ୍ଲାକୁ ବାତ୍ୟା ଭୟ

ଭୁବନେଶ୍ବର: ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ । ଏହି ୭ ଜିଲ୍ଲାକୁ ରହିଛି ବାତ୍ୟା ଭୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଅଣ୍ଡାମାନ ସାଗର ନିକଟରେ…
Read More...

ସବୁଠାରୁ ପୁରୁଣା ସଶସ୍ତ୍ର ବାହିନୀ ସହିତ ଶାନ୍ତି ରାଜିନାମା କଲେ କେନ୍ଦ୍ର ସରକାର

ଇମ୍ଫାଲ : ମଣିପୁର ସବୁଠାରୁ ପୁରୁଣା ସଶସ୍ତ୍ର ବିଦ୍ରୋହୀ ସଂଗଠନ ୟୁନାଇଟେଡ୍‌ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ୍) କେନ୍ଦ୍ର ସରକାରଙ୍କ ଶାନ୍ତି ରାଜିନାମା ସ୍ବାକ୍ଷର କରିଛି। ଶାନ୍ତି ରାଜିନାମା ଅନୁଯାୟୀ…
Read More...

ଇସ୍ରାଏଲ ବିରୋଧ ପ୍ରସ୍ତାବରେ ଭାରତ

ହମାସ ସହ ଯୁଦ୍ଧ କରୁଥିବା ଇସ୍ରାଏଲ ବିରୋଧରେ ମିଳିତ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଭାରତ ସମର୍ଥନ କରିଛି। ବେଆଇନ ଭାବେ ସିରିୟାର ଗୋଲାନ ହାଇଟ୍ସକୁ ନିଜ ନିୟନ୍ତ୍ରଣରେ ଇସ୍ରାଏଲ ରଖିଛି। ଏହାକୁ ଖାଲି କରିବାକୁ…
Read More...

ଆଜି ତେଲେଙ୍ଗାନାରେ ମତଦାନ ଆରମ୍ଭ

ଆଜି ତେଲେଙ୍ଗାନା ବିଧାନସଭା ଭୋଟ୍। ସମସ୍ତ ୧୧୯ଟି ଯାକ ଆସନରେ ଆରମ୍ଭ ହୋଇଛି ମତଦାନ। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନକ୍ସଲ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସରିବ…
Read More...

ପୁଣି ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ମେଳା ମାଧ୍ୟମରେ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବ…
Read More...

ରାଷ୍ଟ୍ରପତିଙ୍କୁ ମିଳିଲା ନୂଆ ଭୋଟ କାର୍ଡ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀ ଠିକଣା ଥିବା ନୂଆ ଭୋଟର କାର୍ଡ ପାଇଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପି. କ୍ରିଷ୍ଣମୂର୍ତ୍ତି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ…
Read More...