ମୁହଁ ଖୋଲିଲେ ଶିବରାଜ ସିଂ ଚୌହାନ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଲଗାତର ଚର୍ଚ୍ଚାରେ ଅଛନ୍ତି ଶିବରାଜ ସିଂହ ଚୌହାନ। ଚୌକି ଚାଲିଯାଇଛି କିନ୍ତୁ ଲାଡଲି ଭଉଣୀଙ୍କ ଠାରୁ ତାଙ୍କ ମୋହ ଛାଡୁନି। ସେ ଅନେକ ଥର ଏହାକୁ ନେଇ ଭାବୁକ…
Read More...

ପୁଣି କେଜ୍ରିୱାଲଙ୍କୁ ଆସିଲା ଇଡି ସମନ

ଆଜି ଇଡି ସମ୍ମୁଖରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହେବାକୁ ସଫା ସଫା ମନା କରିଦେଲେ କେଜରିୱାଲ। ତାଙ୍କୁ ହାଜର ହେବା ପାଇଁ ଇଡି…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପୌଷ କୃଷ୍ଣ ସପ୍ତମୀ ତିଥୀରେ ଆଜି ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ତେଣୁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ…
Read More...

ଆଜି ବଲାଙ୍ଗୀର ବାସୀଙ୍କୁ ଉପହାର ଦେବେ ନବୀନ

ବଲାଙ୍ଗୀର: ଆଜି ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର। ଲୋକାର୍ପିତ ହେବ ବଲାଙ୍ଗୀରର ଜୀବନ ରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ବଲାଙ୍ଗୀର ଯାଇ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଜାପାନରେ ଭୂମିକମ୍ପ ରଚିଲେ ମୃତ୍ୟୁର ତାଣ୍ଡବ , ଗଲାଣି ୫୭ ଜୀବନ

ଟୋକିଓ: ପ୍ରଳୟଙ୍କରୀ ଭୂକମ୍ପରେ ଛାରଖାର ଜାପାନ। ଶକ୍ତିଶାଳୀ ଭୂକମ୍ପରେ ଏଯାଏଁ ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ କୋଠା ଭୁଶୁଡ଼ିଥିବାରୁ ଲୋକମାନେ କୋଠା ତଳେ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି।…
Read More...

ଆହୁରି ରାଜ୍ୟରେ ୩ ଦିନ ଜାରି ରହିବ କୁହୁଡି

ଭୁବନେଶ୍ୱର: ରାତିରେ ଦୂର ସ୍ଥାନକୁ ଯାଉଥିଲେ ସତର୍କ ରୁହନ୍ତୁ, ନହେଲେ ହୋଇପାରେ ଭୟଙ୍କର ଦୁର୍ଘଟଣା। କାରଣ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଅତି ଘନ କୁହୁଡି। ଗାଡି ଆଗକୁ ଦେଖିବା ବି ହେବ କଷ୍ଟକର।…
Read More...

କୁହୁଡି ପାଇଁ ବାତିଲ ହେଲା ୨୬ ଟ୍ରେନ

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସହ ଜାରି ରହିଛି ଘନ କୁହୁଡି । ଥଣ୍ଡା ସାଙ୍ଗକୁ ଘନକୁହୁଡି ଲୋକଙ୍କୁ କରୁଛି କଲବଲ । ଦିଲ୍ଲୀ ସମେତ ପୂରା ଏନ୍‌ସିଆର୍‌ରେ କୁହୁଡ଼ିର ମୋଟା ଚାଦାର ଢ଼ାଙ୍କି ରହିଛି । ଘନ…
Read More...

ଥରିଲା ଜାମ୍ମୁ କାଶ୍ମୀର

ଜାପାନ ପରେ ଭୂମିକମ୍ପରେ ଥରିଲା ଜମ୍ମ-କଶ୍ମୀର। ଆଜି ସକାଳୁ ଜମ୍ମୁ-କଶ୍ମୀରର କେତେକ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ସେପଟେ ଭୂମିକମ୍ପ ହେବା…
Read More...

କଂଗ୍ରେସରେ ମିଶିବେ ଜଗନ୍ ମୋହନଙ୍କ ଭଉଣୀ !

ୱାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା ଚଳିତ ସପ୍ତାହରେ କଂଗ୍ରେସରେ ଯୋଗ ଦେବେ ବୋଲି…
Read More...

ନିଶ୍ଚିତକୋଇଲି ବସ୍-ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଶ୍ଚିତକୋଇଲି ବସ୍-ଟ୍ରକ ମଧ୍ୟରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ୨୦ ଜଣ ଗୁରୁତର ଆହତ ରହିଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ…
Read More...