ପୁଣି ସୃଷ୍ଟି ହେଲା ଆଉ ଏକ ନୂଆ ଲଘୁଚାପ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଆକାଶରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘୂର୍ଣ୍ଣିବଳୟ ପାଲଟିଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।

ସେପଟେ, ‘ମନ୍‌ସୁନ୍‌ ଟ୍ରଫ୍‌’ ତା’ର ସ୍ବାଭାବିକ ସ୍ଥିତିରେ ଥାଇ ଗଙ୍ଗାସାଗର, ହିସାର, ମିରଟ୍‌, ଲକ୍ଷ୍ନୌ, ବାରାଣସୀ, ଗୟା, ବାଲେଶ୍ବର ଏବଂ ସେଠାରୁ ପୂର୍ବ-ଦକ୍ଷିଣପୂର୍ବ ମୁହାଁ ହୋଇ ଉତ୍ତରପୂର୍ବ ବଙ୍ଗୋପସାଗରରେ ସମୁଦ୍ର ପତ୍ତନର ୦.୯ କିଲୋମିଟର୍‌ ଉପରକୁ ପ୍ରସାରିତ ହୋଇ ରହିଛି।

Comments are closed.