ପ୍ଲାଷ୍ଟିକ ବନ୍ଦକୁ ସମର୍ଥନ କଲେ ଅଜୟ ଦେବଗନ୍ ଓ କାଜଲ
ସାମାଜିକ ସମସ୍ୟାମାନଙ୍କରେ ସୁଧାର ଆଣିବା ପାଇଁ ଲାଗିପଡିଛନ୍ତି ବଲିଉଡ ଦମ୍ପତ୍ତି ଅଜୟ ଦେବଗନ୍ ଓ କାଜଲ । ଏଥିପାଇଁ ବିଭିନ୍ନ ପ୍ରକାର NGO ଓ ସାମାଜିକ ସଂଗଠନରେ ଯୋଗ ଦେଇ ନାରୀ ଶିକ୍ଷା ଓ ମହିଳା ସଶକ୍ତିକରଣରେ ଉନ୍ନତି ଆଣିବାରେ ପ୍ରୟାସ କରୁଛନ୍ତି । ନିକଟରେ ଦୁହେଁ ମହାରାଷ୍ଟ୍ରରେ ଚାଲିଥିବା ପ୍ଲାଷ୍ଟିକ ବନ୍ଦ ଆନ୍ଦୋଳନରେ ଯୋଗ ଦେଇ ଲୋକମାନଙ୍କୁ ପରିବେଶର ସୁ ବାର୍ତ୍ତା ଜଣାଇବା ସହ ଏନେଇ ସେଠାକାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଡନାଭିସ୍ଙ୍କୁ ମଧ୍ୟ ଦେଖା କରିଥିଲେ ।
Comments are closed.