ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ସଂଘ

ଡେସ୍କ: ଜାମ୍ମୁ-କାଶ୍ମୀରରେ ଲସ୍କର-ଏ-ତୟବାର ୩ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପ୍‍ୱାଡ଼ା ଜିଲ୍ଲାରେ ପୁଲିସ ସହ ସଂଘର୍ଷରେ ସେହି ୩ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି। କାଶ୍ମୀର ଜୋନ୍‍ ପୁଲିସ୍‍ ଟ୍ୱିଟ୍‍ କରି କହିଛି, ସେମାନଙ୍କ ଅନୁପ୍ରବେଶ ଉଦ୍ୟମ ସଂକ୍ରାନ୍ତରେ ଗୁପ୍ତ ସୂଚନା ମିଳିବା ପରେ କୁପ୍‍ୱାଡ଼ା ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।

Comments are closed.