ଗୃହିଣୀଙ୍କୁ ସାବିତ୍ରୀ ଭେଟି ଦେଲେ ସରକାର
ନୂଆଦିଲ୍ଲୀ: ଗୃହିଣୀଙ୍କୁ ସରକାରଙ୍କ ଭେଟି। କମିବ ସିଲିଣ୍ଡର ଦର। ଉଜ୍ଜଳା ଯୋଜନାର ହିତାଧିକାରୀଙ୍କ ପାଇଁ ଆଗକୁ ଗ୍ୟାସ୍ ସିଲିଣ୍ଡର ଦର କମିବ। ଗ୍ୟାସ୍ ସିଲିଣ୍ଡର ଦାମ୍ ୨୦୦ ଟଙ୍କା କମିବ। ଏଥିସହ ପ୍ରତିବର୍ଷ ଗ୍ରାହକଙ୍କୁ ବର୍ଷକୁ ସବ୍ସିଡିରେ ୧୨ଟି ସିଲିଣ୍ଡର ମିଳିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର।ଗ୍ୟାସ୍ ଦାମ୍ କମିବା ପରେ ରୋଷେଇ ଘରେ ଏବେ ମହଙ୍ଗା ମାଡ଼ ଟିକେ କମିବ।
Comments are closed.