କଳାହାଣ୍ଡି ଜିଲ୍ଲା ର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଡ଼ଃ ପଳଉ ପ୍ରଧାନ ଙ୍କ ଦେହାନ୍ତ
କଳାହାଣ୍ଡି ଜିଲ୍ଲା ର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଡ଼ଃ ପଳଉ ପ୍ରଧାନ ଙ୍କ ଦେହାନ୍ତ ଓ ତାଙ୍କ ବିୟୋଗ ଆମ ଜିଲ୍ଲା ର ଚିକିତ୍ସା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି। ନିଜର ସେବା, ନିଷ୍ଠା ଓ ମାନବିକତା ଦ୍ୱାରା ସେ ଅସଂଖ୍ୟ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଏହି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।