କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ନକଲି ଵେଦେଶୀ ମଦ ପ୍ତସ୍ତୁତି ହୋଇଥିବା ଖବର ପାଇଁ ଆଜି ମଙ୍ଗଳ ବାର ଅବକାରୀ ବିଭାଗ ପକ୍ଷ୍ୟ ରୁ ବିଭିନ୍ନ ସ୍ଥାନରେ ଅତର୍କିତ ଛଡାଉ କରାଯାଇଥିଲା ଏହି ସମୟରେ ସହରର ମେଡିକାଲ ଛକ ନିକଟସ୍ଥ ସନ୍ତୋଷ ପଟନାୟକଙ୍କ ଘରୁ 33ଲିଟର ନକଲି ସହ 988,ଟି ଖାଲି ବୋତଲ 73,ଇଏଲ ସରକାରୀ ଲୋଗୋ ଥିବା ଟ୍ରିକର 924ଟି ଜବତ ହୋଇଛି ଏହାକୁ ନେଇଁ ଜୁନାଗଡ଼ ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି ଏହି ମାମଲାରେ କେଶ ନଂ 272/25/26ହୋଇଥିବା ଖବର ଆସୁଛି
କଳାହାଣ୍ଡି ଜିଲ୍ଲା ରୁ ପ୍ରସନ୍ନ କୁମାର ନାଏକ ଙ୍କ ରିପୋଟ ମହକ ନିୟୁଜ