BREAKING NEWS : ସାମାନ୍ୟ ବଚସାରୁ ସ୍ବାମୀ ଓ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ
ଘରେପଶି ଟାଙ୍ଗିଆରେ ହାଣିଲେ ଦୁଇ ଯୁବକ । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଛଣମେରି ପଞ୍ଚାୟତ ଅନ୍ତର୍ଗତ ପେଣ୍ଡୁରାଖାଳି ଗ୍ରାମରେ ଘଟିଛି ଏହି ଘଟଣା ।
ଘରେପଶି ଟାଙ୍ଗିଆରେ ହାଣିଲେ ଦୁଇ ଯୁବକ । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଛଣମେରି ପଞ୍ଚାୟତ ଅନ୍ତର୍ଗତ ପେଣ୍ଡୁରାଖାଳି ଗ୍ରାମରେ ଘଟିଛି ଏହି ଘଟଣା । ବିଶେଷସୂତ୍ରରୁ ଖବର ପାଈଁ ପୋଲିସ ଗ୍ରାମରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।