ନବାବଙ୍କ ଲାଡ଼ଲି ଏବେ ରିଲେସନରେ

ନବାବଙ୍କ ଲାଡ଼ଲି ସାରା । ସୈଫ ଅଲୀ ଖାନ ଓ ଅମୃତା ସିଂଙ୍କ ଝିଅ ସାରା ଅଲୀ ଖାନ ସିନେଜଗତରେ ଏବେ ଆଗଧାଡିର ଅଭିନେତ୍ରୀ । ନିକଟରେ କରନଙ୍କ ଶୋ’ରେ ସେ ସ୍ପଷ୍ଟ କହିଥିଲେ ଯେ ଏଇ ପ୍ରେମ ଚକ୍କରରେ ସେ ଆଉ ପଡିବାକୁ ଚାହୁନାହାନ୍ତି ।

ଦିନ କେଟା ଯାଇନି ସାରା ଆଉ ଏକ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ଅବଶ୍ୟ ଯଥା ସମ୍ଭବ ତାଙ୍କ ବ୍ୟକ୍ତି ଗତ କଥାକୁ ଲୁଚେଇବାକୁ ଚେଷ୍ଟା କରିଛନ୍ତି । ଯିବ କ୍ରିକେଟ ତାରକା ସୁବମାନ ଗିଲଙ୍କ ସହ ସାରା ମୁମ୍ବାଇର ଗୋଟାେ ରେସ୍ତୋରାଁରେ ଖାଉଥିବାବେଳେ ସେହି ଫଟୋଟି ଭାଇରାଲ ହେଉଛି ।

ସୁବମାନ ଓ ସାରା ଏବେ ଗଣମାଧ୍ୟମଠାରୁ ମଧ୍ୟ ଦୂରେଇ ରହୁଛନ୍ତି ।

Comments are closed.