କ୍ୟାମେରା ଆଗରେ ଟପ୍ଲେସ୍ ହେଲେ ଉର୍ଫି
ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟେଲି ଅଭିନେତ୍ରୀ ଉର୍ଫି ଜାବେଦ। ସର୍ବଦା ନିଜ ଡେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫି ଏବେ ସବୁ ସୀମା ଟପି ଯାଇଛନ୍ତି। କ୍ୟାମେରା ସାମ୍ନାରେ ଟପ୍ ଲେସ୍ ହୋଇ ଶେଆର କରିଛନ୍ତି ଫଟୋ। ଉର୍ଫିଙ୍କ ଏହି ନଗ୍ନ ଫଟୋ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି।
ରଣବୀର ସିଂହଙ୍କୁ ମଧ୍ୟ ପଛରେ ପକାଇଲେ ଉର୍ଫି। ରଣବୀରଙ୍କ ଠାରୁ ଆଉ ପାଦେ ଆଗକୁ ଯାଇ ନିଜ ବୋଲ୍ଡ ଓ ଟପ୍ ଲସ୍ ଫଟୋରେ ଲୋକଙ୍କୁ କରିଛନ୍ତି ଘାଇଲା। କ୍ୟାମେରା ଆଗରେ ଟପ୍ଲେସ୍ ହୋଇ ଉଠାଇଲେ ଫଟୋ। ଉର୍ଫି କେବଳ ଜିନ୍ସ ପିନ୍ଧିଛନ୍ତି ଓ ଲମ୍ବା କେଶରେ ନିଜର ଶରୀରକୁ ଘୋଡାଇ ଦେଇଛନ୍ତି।
Comments are closed.