ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ମହିଳା ଲନ ଵଲରେ ଭାରତକୁ ମିଳିଲା ଆଉ ଏକ ପଦକ । ଦକ୍ଷିଣ ଆଫ୍ରିକା ଦଳକୁ ହରାଇ ସ୍ବର୍ଣ୍ଣ ଜିତିଲା ଟିମ ଇଣ୍ଡିଆ ।

ଦକ୍ଷିଣ ଆଫ୍ରିକାକୁ ୧୭-୧୦ ପଏଣ୍ଟରେ ହରାଇଲା ଟିମ ଇଣ୍ଡିଆ । ଏଯାବତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ଟି ସ୍ଵର୍ଣ ପଦକ ମିଳିଛି ।

Comments are closed.