ଚର୍ଚ୍ଚାରେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ଏ ବେଙ୍ଗଲୀ ହିରୋଇନ୍
ଭୁବନେଶ୍ୱର : ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା ଅର୍ପିତା ବାନାର୍ଜୀଙ୍କ ରହିଛି ଓଡ଼ିଶା ଲିଙ୍କ୍ । ପେସାରେ ମଡେଲ୍ ଥିବା ଅର୍ପିତା ବଙ୍ଗାଳି, ତାମିଲ ସମେତ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି । ୫ରୁ ଅଧିକ ଓଡ଼ିଆ ଫିଲ୍ମରେ ଅର୍ପିତାଙ୍କୁ ଦେଖିବାକୁ ମିଳିଛି । ଯାହା ଭିତରେ ରହିଛି ‘ମୁଁ କଣ ଏତେ ଖରାପ’, ‘ତୋର ମୋର ଯୋଡି ସୁନ୍ଦର’, ପ୍ରେମ ରୋଗୀ । ଓଲିଉଡ ପରଦାରେ ଅନୁଭବ, ସବ୍ୟସାଚୀ, ବୁଦ୍ଧାଦିତ୍ୟ ଓ ଆକାଶଙ୍କ ନାୟିକା ସାଜିଛନ୍ତି । ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଲିଉଡରେ ଏଣ୍ଟ୍ରି ହୋଇଥିଲା ।
Comments are closed.