ସ୍ଵିଗି ଡେଲିଭାରି ବୟଙ୍କୁ ମୃତ ଦେହ ଉଦ୍ଧାର

କଟକ: ସ୍ୱିଗି ଡେଲିଭରୀ ବୟଙ୍କ ମୃତଦେହ ଉଦ୍ଧାର । ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନିରାକାର ବେତାଳ । ଏହା ହତ୍ୟା କି ଦୁର୍ଘଟଣା ତାହା ସନ୍ଦେହରେ ରହିଛି ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି କମିଶନରେଟ ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ । ଗତକାଲି ରାତିରେ ମର୍କତ ନଗର ଥାନରେ ଏକ ମିସିଙ୍ଗ କେସ୍‌ କରିଥିଲେ ନିରାକାରଙ୍କ ପରିବାର ।

Comments are closed.