ଝାଡାବାନ୍ତି ଆତଙ୍କ, ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ

ରାୟଗଡାରେ ଝାଡାବାନ୍ତି ଆତଙ୍କ । ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତି ଆତଙ୍କ । ସମସ୍ତଙ୍କୁ ନିକଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

କାଶୀପୁର ବ୍ଳକର ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟା, କାକୁଡିପଦର, ରାଉତଘାଟି ଆଦି ଗାଁରେ ଝାଡାବାନ୍ତି ବ୍ୟାପିଛି । ହେଲେ ଏଯାଏ ଗାଁରେ କୌଣସି ଡାକ୍ତରୀ ଟିମ୍‌ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Comments are closed.