ଖୋର୍ଦ୍ଧା : STF କବ୍ଜାରେ ବ୍ରାଉନସୁଗର ବେପାରୀ। ୪ ଜଣ ବେପାରୀଙ୍କୁ ବାନ୍ଧିଲା STF। ୧ କେଜି ୩୦ ଗ୍ରାମ ବ୍ରାଉନସୁଗର ଜବତ କଲା STF। ଖୋର୍ଦ୍ଧା ନିକଟରେ ଡିଲ ବେଳେ ମାଡି ବସିଲା STF।
ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଏକ କୋଟି ୩୦ ଲକ୍ଷ ଟଙ୍କା ହେବ।

Prev Post
Next Post
Recover your password.
A password will be e-mailed to you.
Comments are closed.