ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ
ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ । ଟିମ ଇଣ୍ଡିଆ ଏହି ସିରିଜ୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ । ଋତୁରାଜ ଗାଏକଓ୍ଵାଡ, ଇଶାନ କିଷାନ, ଆଭେଶ ଖାନ୍, ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳି ରହିଛନ୍ତି । ଦଳକୁ ଫେରିଥିବା ଓ୍ଵିକେଟ କିପର ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ମଧ୍ୟ ବଡ଼ ସୁଯୋଗ ଆଣିବ ଏହି ସିରିଜ ।
Comments are closed.