ମିସ ରଜ ୨୦୨୨ ହେଲେ ଦେବାଙ୍ଗନା
ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସନ୍ ସଂସ୍ଥା ଲାଇଫ୍ ଷ୍ଟାଇଲ୍ ପକ୍ଷରୁ ମିସ୍ ରଜ ୨୦୨୨ର ସଫଳତା ସହିତ ଭୁବନେଶ୍ୱର ଏସପ୍ଲାନେଡ୍ ଠାରେ ଷ୍ଟୋରରେ ତିନି ଦିନିଆ ରଜ ପର୍ବ ପାଳନ କରାଯାଇଛି । ରଜ ପର୍ବ ସହିତ ନାରୀତ୍ୱର ଭାବକୁ ପାଳନ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଗ୍ରାଣ୍ଡ୍ ଫିନାଲେ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ।
ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର ମହିଳାମାନଙ୍କୁ ସେମାନଙ୍କ ଫେସନ ଦକ୍ଷତାକୁ ଉପସ୍ଥାପିତ କରିବାକୁ କୁହାଯାଇଥିଲା । ସେମାନେ ଇନଷ୍ଟାଗ୍ରାମରେ ନିଜର ସବୁଠୁ ଫେସନେବଲ୍ ଫଟୋ ଅପ୍ଲୋଡ୍ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
Comments are closed.