ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ

ଜଳେଶ୍ୱର : ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାଶ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ । ଅଶ୍ୱିନୀ କୁମାର ଦାଶଙ୍କ ସରକାରୀ ବାସଭବନରେ ବର୍ତ୍ତମାନ ଚାଲିଛି ରେଡ୍।

ଏହା ସହିତ ଏକାକାଳୀନ କଟକରେ ଥିବା ପୈତୃକ ଘର, ଜଳେଶ୍ୱର ଅଫିସ୍ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।

Comments are closed.