ଭାରତୀୟ ଆଥଲେଟ୍‌ ଦଳରେ ସ୍ଥାନ ପାଇଲେ ଦୁଇ ସ୍ପ୍ରିଣ୍ଟର

ଭୁବନେଶ୍ବର : ଆଗାମୀ କମନୱେଲ୍‌ଥ ଗେମ୍‌ ପାଇଁ ଭାରତୀୟ ଆଥଲେଟ୍‌ ଦଳ ଘୋଷଣା। ୧୮ ମହିଳା ଆଥଲେଟଙ୍କ ସମେତ ୩୭ ଜଣିଆ ଦଳ ଘୋଷଣା ହୋଇଛି।

ଏହି ଦଳରେ ଦୁଇ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି। କିଟ୍‌ର ଦୁଇ ଛାତ୍ରୀ କମନୱେଲ୍‌ଥ ଗେମ୍‌ ପାଇଁ ମନୋନୀତ ହୋଇଛନ୍ତି। ଜୁଲାଇ ୨୮ରୁ ଅଗଷ୍ଟ ୮ ଯାଏଁ ଇଂଲଣ୍ଡରେ କମନୱେଲ୍‌ଥ ଗେମ୍‌ ଖେଳାଯିବ।

Comments are closed.