ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ । ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଭାରତ ପାଇଁ ଆଜିର ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ତୃତୀୟ ମ୍ୟାଚରେ ସହଜ ବିଜୟ ହାସଲ କରିଥିଲା ଭାରତ ।
ରୁତୁରାଜ ଗାଏକଓ୍ଵାଡ ଫର୍ମ ଫେରିପାଇଥିବାରୁ ଟିମ୍ ଆଶ୍ୱସ୍ତି ପାଇଛି । ସିରିଜ ହାତେଇବାକୁ ହେଲେ ଶେଷ ଦୁଇଟି ମ୍ୟାଚ୍ ଭାରତକୁ ଜିତିବାକୁ ପଡ଼ିବ । ଅନ୍ୟପଟେ ଡି କକ୍ ସାଉଥ ଆଫ୍ରିକା ଟିମକୁ ଫେରୁଛନ୍ତି ।
Comments are closed.