ସ୍ତ୍ରୀ କୁ ମାରିଲା ଝିଅର ତଣ୍ଟି କାଟିଲା
ଭୁବନେଶ୍ୱର : ଘାଟିକିଆ ଅଞ୍ଚଳରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଆକ୍ରମଣରେ ୬ ବର୍ଷର ଝିଅ ଗୁରୁତର।
ଗୁରୁତର ଝିଅକୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଅଛନ୍ତି ।
Comments are closed.