ମା’କୁ ଶାବଳରେ ପିଟି ପିଟି ମାରିଦେଲା ପୁଅ

କେନ୍ଦୁଝର : ରାକ୍ଷସ ସାଜିଲା ପୁଅ। ଜନ୍ମ ଦେଇଥିବା ମାଆ ର ମମତା ବୁଝିଲାନି ,ରକ୍ତ ସମ୍ପର୍କରେ ଛିଟା । ମା’କୁ ଶାବଳରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ବନବିହାରୀପୁର ନୂଆଗାଁରେ। ମୃତ ମହିଳା ଜଣଙ୍କ ହେଲେ ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା। ଅଭିଯୁକ୍ତ ପୁଅ ଡବରୁ ମୁଣ୍ଡାକୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି।

 

Comments are closed.