ପରିକ୍ରମା ପ୍ରକଳ୍ପ କାମ ଉପରେ ରହିତାଦେଶ ଦେଲେନାହିଁ ସୁପ୍ରିମକୋର୍ଟ

ପୁରୀ : ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ମାମଲା ପ୍ରସଙ୍ଗ, ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ ।

ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ଲାଗିଲା ସୁପ୍ରିମ୍‌ ଝଟ୍‌କା। କାର୍ଯ୍ୟ ଉପରେ ରହିତାଦେଶ ଦେଲେନାହିଁ କୋର୍ଟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ଆସିଲା ରାୟ।

ମେ’ ୯ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ହୋଇଥିଲା ଚ୍ୟାଲେଞ୍ଜ।

Comments are closed.