ମହାପ୍ରଭୁଙ୍କ କାମ ମହାପ୍ରଭୁ କରାଇଛନ୍ତି

ପୁରୀ : ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆଇନଜୀବୀ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସବୁ ବିବାଦର ଅନ୍ତ ଘଟାଇଛନ୍ତି ସୁପ୍ରିମ୍‌କୋର୍ଟ । ବିନା ASI ସହମତିରେ ଆମେ କିଛି କାମ କରିପାରିବୁନି। ମହାପ୍ରଭୁଙ୍କ କାମ ମହାପ୍ରଭୁ କରାଇଛନ୍ତି ।

ପ୍ରକଳ୍ପକୁ ନେଇ ବହୁ ଦିନ ଧରି ତମ୍ବିତୋଫାନ ଚାଲିଥିଲା। ହୀନ ରାଜନୀତିର ଅବସାନ ହେବା ଉଚିତ୍‌ ବୋଲି ସେ କହିଛନ୍ତି।

Comments are closed.