ଇଟା ଭାଟିରେ ନିଆଁ ଲାଗି ୪ ମୃତ

ଇଟାଭାଟିରେ ଚାଲିଗଲା ଶ୍ରମିକଙ୍କ ଜୀବନ । ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ଶ୍ରମିକଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁଥିବା ସୂଚନା ମିଳିଛି । ଢେଙ୍କାନାଳ କଂଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ବ୍ରାହ୍ମଣୀ ନଦୀକୂଳରେ ବେଆଇନ୍ ଭାବେ ଇଟାଭାଟି ରହିଛି ।

Comments are closed.