୨୫୦କିଲୋ ଗଞ୍ଜେଇ ଜବତ ମାଫିଆ ଫେରାର

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) ୧୬/୦୨/୨୦୨୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ର ଫିରିଙ୍ଗିଆ ଥାନା ଅଂଚଳରେ ଦିନ କୁ ଦିନ ଗଂଞ୍ଜେଇ କରିବା ବଢ଼ିବାରେ ଚାଲିଥିବା ବୂ ପୋଲିସ ରବାରମ୍ବୂ ଚଢ଼ାଉ ପରେ ମଧ୍ୟ ଏହି ଗଞ୍ଜେଇ କାରବାର ଥମିବାର ନା ଧରୁନି । ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ପୋଲିସ ପୁଣି ୨୫୦ କିଲୋ ଗୂ ଜବତ କରିଥୂ ବେଳେ ପୋଲିସ ଆଖିରେ ଧୂଳି ଦେଇ ପୁଣି ଗଞେଇ ମାଫିଆ ମାନେ ଫେରାର ହେବାରେ ସଫଳ ହୋଇଛନ୍ତି ।

ତେବେ ପୋଲିସ ର ସୂଚନା ଅନୁସାରେ କୋୖଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ବରେ ଏକ ଟିମ୍ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲତପଙ୍ଗିଆ ଗ୍ରାମ ରେ ପୋଲିସ କୁ ଦେଖି ମାଫିଆ ମାନେ ଫେରାର ସୋଇ ଯାଇଛନ୍ତି । ଏହି ଘଟଣା ରେ ଫିରିଙ୍ଗିଆ ଥାନା ରେ ୨୫/୨୦୨୩ରେ ଏକ ମାମଲା ରୁଜୁ କରାଯିବା ସହ ଫେରାର ମାଫିଆ ମାନଙ୍କୁ ଖୋଜା ଚେ ଜଣା ପଡ଼ିଥିବା ବେଳେ ଖୁବ୍ ଶୀଘ୍ର ଫେରାର ଅଭିଯୁକ୍ତ ମାନେ ଧରା ପଡ଼ିବେ ବୋଲି ଥାନା ଅଧିକାରୀ ତପନ କୁମାର ନାହାକ ସୁଚନା ଦେଇଛନ୍ତି

Comments are closed.