ରାଉରକେଲାରେ ଆଇପିଏଲ ସଟ୍ଟା ର ପର୍ଦାଫାସ : ୭ ଜଣ ଅଟକ ସହ ୪୦ଟି ମୋବାଇଲ ଜବତ

ରାଉରକେଲା ଏସପି ଉମାଶଙ୍କର ଦାସଙ୍କ ନେତୃତ୍ୱରେ ପୋଲିସ ଟିମ ରାଉରକେଲା ନାଲାରୋଡ ସହିତ ବିଭିନ୍ନ ସ୍ଥାନରେ ଗତକାଲି ଚଢ଼ଉ କରିଛି । ଚଢ଼ଉ ସମୟରେ ଆଇପିଏଲ ସଟ୍ଟାର ପର୍ଦାଫାସ ହେବା ସହିତ ୭ ଜଣଙ୍କୁ ଅଟକ ରଖାଯାଇଛି । ଏହା ସହ ଘଟଣା ସ୍ଥଳରୁ ୪୦ଟି ମୋବାଇଲ ସହ ବିପୁଳ ପରିମାଣରେ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି ।

Comments are closed.