ଆଜି ବିଶ୍ୱ ସାଇକେଲ ଦିବସ
ଭୁବନେଶ୍ୱର : ବିଶ୍ୱ ସାଇକେଲ ଦିବସ ଅବସରରେ ଟ୍ଵିନ୍ ସିଟିରେ ସାଇକ୍ଲୋଥୋନ୍। ସମଗ୍ର ବିଶ୍ୱକୁ ଘାରିଛି ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ଚିନ୍ତା। ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଭଳି ସ୍ଥିତିରେ ଟ୍ଵିନ୍ସିଟିରେ ଆୟୋଜିତ ହୋଇଛି ସାଇକ୍ଲୋଥନ୍। ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ନିକଟରୁ ସାଇକ୍ଲୋଥନ୍ ବାହାରି ୧୦ କିଲୋମିଟର ଅତିକ୍ରମ କରି ଶିଶୁଭବନ ପର୍ଯ୍ୟନ୍ତ ଯାଇଥିଲା।
Comments are closed.