ବର୍ଷାରେ ଦିଲ୍ଲୀର ସ୍ଥିତି ବେହାଲ୍

ଦିଲ୍ଲୀ : ପ୍ରବଳ ବର୍ଷାରେ ରାଜଧାନୀ ଦିଲ୍ଲୀର ସ୍ଥିତି ବେହାଲ । ବର୍ଷା ଲାଗି ରହିଥିବାରୁ ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ବର୍ଷା ଲାଗି ରହିଥିବାରୁ ସହରର ବିଭିନ୍ନ ସ୍ଥାନରେ ପାଣି ଜମିବ ଫଳରେ ଯାତାୟତ ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ଷା ପାଇଁ ମୁଖ୍ୟ ରାସ୍ତାରେ ଟ୍ରାଫିକ ଜାମ ହୋଇଥିବାରୁ ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଲୋକଙ୍କୁ ରାସ୍ତାରେ ଅଟକି ରହିବାକୁ ପଡ଼ିଛି ।

Comments are closed.