୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଜିଆରଏସ୍

କେଉଁଝର : ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଆରଏସ। କେଉଁଝର ଜିଲ୍ଲା ବୁଢ଼ୀକାପୁଡି ପଞ୍ଚାୟତ ଜିଆରଏସ୍ ନିରାକାର ମହାନ୍ତ।

ଜବ୍ କାର୍ଡଧାରୀଙ୍କ ନାମ ପଞ୍ଜିକରଣ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ। ଲାଞ୍ଚ ଟଙ୍କା ଜିଆରଏସଙ୍କ ଠାରୁ ଜବତ। ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

 

Comments are closed.