Browsing Tag

Crime

ସ୍ତ୍ରୀକୁ ହାଣିଲା ସ୍ବାମୀ

ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ତେଣ୍ଡାକୁଡ଼ା ଇଦଗା ପଛପଟ ସେକ୍ ମହଲାର ମନାନ…
Read More...

ସାଙ୍ଗକୁ ଛୁରୀ ଭୂଷିଲା ସାଙ୍ଗ

ବେଙ୍ଗାଲୁରୁ – ମାତ୍ର ୫୦ ଟଙ୍କା ପାଇଁ ସାଙ୍ଗକୁ ଛୁରୀ ଭୁଷି ହତ୍ୟା କଲା ସାଙ୍ଗ । ଏପରି ଘଟଣା ବେଙ୍ଗାଲୁରୁରେ ଘଟିଛି । ଶିବ ମଧୁନାମକ ବ୍ୟକ୍ତି ଶାନ୍ତାକୁମାରଙ୍କ ଠାରୁ ୫୦ ଟଙ୍କା ଧାର୍‌ ନେଇଥିଲା । ପରେ ଏହି ଟଙ୍କା…
Read More...

ପଞ୍ଚାୟତ ଅଫିସ୍ ସମ୍ମୁଖରେ ଫୁଟିଲା ଗୁଳି

ଭୁବନ : ସରକାରୀ ଜାଗା ଦଖଲକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା…
Read More...

ବରମୁଣ୍ଡା ବସଷ୍ଟାଣ୍ଡରେ ରକ୍ତ ସଂଘର୍ଷ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରକୁ ଗୋଡେଇ ଗୋଡେଇ ହାଣିଲେ ଅନ୍ୟ ବସର କର୍ମଚାରୀ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ…
Read More...

ସ୍ତ୍ରୀଙ୍କୁ ଛୁରା ମାଡ଼ କଲା ସ୍ବାମୀ

ବଲାଙ୍ଗୀର: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରାମାଡ କଲା ସ୍ୱାମୀ। ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ମହିଳା। ଗତ ୧୩ ତାରିଖ ଦିନ ହେମ ନିଜ ଗାଁ ଜଣେ ପିଲାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲେ।…
Read More...

ଭାଇକୁ ହତ୍ୟା କଲା ଭାଇ

ତେଲକୋଇ: ବାଡ଼ିରେ ବଳଦ ପଶି ଫସଲ ନଷ୍ଟ କରିବାରୁ ଭାଇକୁ ହତ୍ୟା କରିଛି ଭାଇ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ରାଜନ…
Read More...

ହିଂସା ପଛରେ କାହାର ହାତ

ହରିଦ୍ବାର: ଶୁକ୍ରବାର ଦିନ କାନପୁରରେ ସଂଘଠିତ ହିଂସାକାଣ୍ଡକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହି ରବିବାର ଦିନ ବିଶ୍ବ ହିନ୍ଦୁ ପରିଷଦ୍‌ ଉଦ୍‌ବେଗ ପ୍ରକାଶ କରିଛି। ହରିଦ୍ବାରରେ ଆୟୋଜିତ ଦୁଇଦିନିଆ ବୈଠକ ଶେଷ…
Read More...

ପୂର୍ବ ଶତ୍ରୁତାକୁ ନେଇ ଭୁଜାଲି ମାଡ

ପାଟଣାଗଡ଼: ଦିନକୁ ଦିନ ମଣିଷ ହିଂସ୍ର ହେବାକୁ ଲାଗିଛି ।ପାଟଣାଗଡ଼ ଥାନା ଅନ୍ତର୍ଗତ ଚିଙ୍ଗେରବନ୍ଧ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ତିନି ଜଣଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ମାରଣାନ୍ତକ ଆକ୍ରମଣ କରିଛି।…
Read More...