ବିଜେବି କଲେଜ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ବିଜେବି କଲେଜରେ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ମୃତଦେହ ନିକଟରୁ ସୁଇସାଇଡ଼ ନୋଟ ଜବତ କଲା ପୋଲିସ। ଦୀର୍ଘ ଦିନ ହେବ ତିନିଜଣ ସିନିଅର ନିର୍ଯାତନା ଦେଉଥିବା ସୁଇସାଇଡ ନୋଟରେ  ଉଲ୍ଳେଖ କରିଛନ୍ତି ଛାତ୍ରୀ ଜଣକ।  ସେଥିପାଇଁ ସେ  ଜୀବନ ହାରିଥିବା ଲେଖିଛନ୍ତି।

ସୁଇସାଇଡ଼ ନୋଟକୁ ପୋଲିସ ଜବତ କରି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି। ୩ ଜଣ ସିନିୟର କିଏ ସେମାନଙ୍କ ବିଷୟରେ ତଥ୍ୟ ଖୋଜୁଛି ପୋଲିସହଷ୍ଟେଲ ରେ ରହୁଥିବା ସମସ୍ତ ପିଲାଙ୍କୁ ପଚରା ଉଚରା କରୁଛି ପୋଲିସ ।

Comments are closed.