ଆଜିଠୁ ଖୋଲିଲା ସ୍କୁଲ୍

ଭୁବନେଶ୍ବର : ଖରାଛୁଟି ପରେ ଆଜିଠାରୁ ଖୋଲିଛି ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ,ଉଚ୍ଚମାଧ୍ୟମିକ ସ୍କୁଲ୍ ଓ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, କଲେଜ । ଏହା ସହିତ ରାଜ୍ଯର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ଯ ଆଜିଠାରୁ ଖୋଲିଛି।

ଖରାଛୁଟି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍ ୧୬ ତାରିଖ ଯାଏଁ ବନ୍ଦ ଥିଲା। ଉଚ୍ଚଶିକ୍ଷା ବିଭାଗ ଚଳିତବର୍ଷ ଖରାଛୁଟି ରେ ମଧ୍ଯ ପିଲାଙ୍କ ପାଠପଢା ସାରି ପରୀକ୍ଷା ଯେଭଳି ଠିକ୍ ଭାବରେ ଓ ଠିକ୍ ସମୟରେ ଶେଷ ହେବ ତାକୁ ଗୁରୁତ୍ବ ଦେବାକୁ ସମସ୍ତ କଲେଜକୁ ନିର୍ଦ୍ଦେଶ ଦେଇଥିଲା।

Comments are closed.