ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା!

ତାମିଲନାଡୁ : ତାମିଲନାଡୁ ରାମେଶ୍ୱରମରେ ଅଭାବନୀୟ ଘଟଣା । ୪୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା । ହତ୍ୟା ପରେ ମହିଳାଙ୍କ ମୁହଁକୁ ପୋଡ଼ିଦିଆଯାଇଛି । ପ୍ରମାଣନଷ୍ଟ ପାଇଁ ମହିଳାଙ୍କୁ ମୁହଁକୁ ପୋଡ଼ି ଦିଆଯାଇଥିବା ଜଣାପଡିଛି । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୬ ଜଣ ଶ୍ରମିକ ଓଡ଼ିଶାର । ସେମାନେ ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ ।

Comments are closed.