ଭାରତ ତୁଳନାରେ ଅଧିକ ନ୍ୟୁକ୍ଲିୟର ୱିପନ୍ ପ୍ରସ୍ତୁତ କଲା ପାକିସ୍ତାନ

ଭାରତକୁ ଟକ୍କର ଦେବା ପାଇଁ ପୁଣି ଥରେ ସଜବାଜ ହେଉଛି ପାକିସ୍ତାନ । ନ୍ୟୁକ୍ଲିୟର କ୍ଷେତ୍ରରେ ଭାରତକୁ ପଛରେ ପକାଇଛି ପାକିସ୍ତାନ । ଭାରତରେ ୧୩୦ରୁ ୧୪୦ ନ୍ୟୁକ୍ଲିୟର ୱାରହେଡ୍ସ ଥିବାବେଳେ ପାକିସ୍ତାନ ୧୪୦ରୁ ୧୫୦ କୁ ବୃଦ୍ଧି କରିଛି ବୋଲି ଗ୍ଲୋବାଲ think-tank SIPRI ତରଫରୁ ସୂଚନା ମିଳିଛି । ଜଳ,ସ୍ଥଳ ଓ ଆକାଶ ପଥରେ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ବଢା ଚାଲିଛି ନ୍ୟୁକ୍ଲିୟର ୱିପନ୍ । ବର୍ତ୍ତମାନ ପର୍ଯ୍ୟନ୍ତ US ରେ ୬,୪୫୦ ୱିପନ୍ ଥିବା ବେଳେ  Russiaରେ ୬,୮୫୦ ୱିପନ୍ ରହିଛି ।

Comments are closed.