ଜାପାନ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଜାପାନ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଦିଲ୍ଲୀ: ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଵାଡ୍ ସମିତିରେ ଯୋଗ ଦେବାକୁ ସେ ଜାପାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କର ଭବ୍ୟ ସ୍ଵାଗତ କରାଯାଇଛି। ତେବେ ମୋଦିଙ୍କ ଜାପାନ ଗସ୍ତ ଖୁବ୍ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି । ମୋଦି ଏନେଇ ଟ୍ଵିଟ୍ କରି କହିଛନ୍ତି ଯେ, ଆମର ଶାନ୍ତି, ସ୍ଥିରତା, ଏବଂ ସମୃଦ୍ଧତା ପାଇଁ ଏହା ଏକ ସହଭାଗୀତା। ୭୦ ବର୍ଷ ପୂରଣ କରିଥିବା ଏହି ବନ୍ଧୁତ୍ଵ ଯାତ୍ରାକୁ ମୁଁ ଆଗକୁ ନେଉଛି।
ସୂଚନାନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଜାପାନ ଗସ୍ତରେ ଯାଇ ସୋମବାର ସକାଳୁ ଟୋକିଓରେ ପହଞ୍ଚିଛନ୍ତି । ସେଠାରେ ପ୍ରବାସୀ ଭାରତୀୟମାନେ ଯୋଗ ଦେବେ।
Comments are closed.