ଛୁଆକୁ ବିଷ ପିଆଇଦେଲା ମା
ବଲାଙ୍ଗିର: ଚାରି ବର୍ଷର କୁନି ଛୁଆ। ଛନ୍ଦ-କପଟ କିଛି ଜଣାନାହିଁ। ହସ୍ପିଟାଲ ବେଡ୍ରେ ଚିକିତ୍ସିତ ହେଉଥିବା କୁନି ପିଲାଟି କହୁଛି, ମା’ ତା ପାଟିରେ ବିଷ ଦେଇଦେଲା।
ଖରାପ ଲାଗିବାରୁ, ସେ ବାନ୍ତି କରିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ।

Next Post
Recover your password.
A password will be e-mailed to you.
Comments are closed.