୧୦ଟା ୫୦ରେ ପହଞ୍ଚିବେ ମୋଦି, ତା ପରେ ଖାତାକୁ ଚଢିବ ସୁଭଦ୍ରାର ପ୍ରଥମ କିସ୍ତି

0

୧୦ଟା ୫୦ରେ ପହଞ୍ଚିବେ ମୋଦି, ତା ପରେ ଖାତାକୁ ଚଢିବ ସୁଭଦ୍ରାର ପ୍ରଥମ କିସ୍ତିବାଇଡେନ ଓ କମଲାଙ୍କ ଉପରକୁ ହେଉନି ଆକ୍ରମଣ?, କାହିଁକି ଏ ପ୍ରଶ୍ନ କଲେ ମସ୍କ..ଲୋକାର୍ପଣ ହେଲା ବ୍ୟାସକୃତ ‘ଅଧ୍ୟାତ୍ମ ରାମାୟଣ’ ପୁସ୍ତକର ଓଡ଼ିଆ ପଦ୍ୟାନୁବାଦଏଣିକି ସମସ୍ତ ଡାକ୍ତରଙ୍କର ରହିବ ସ୍ୱତନ୍ତ୍ର ପରିଚୟପତ୍ରପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ କଟକଣାପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼, ବଢ଼ିଲା ଖାଇବା ତେଲ ଦର: ଜାଣନ୍ତୁ ଲିଟର୍‌ ପିଛା କେତେଦିଲ୍ଲୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୨ ମୃତମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁ: ଦୋଷୀକୁ ୨୪ ଘଣ୍ଟା ଭିତରେ ହେପାଜତ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶଏଥର ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡଫୁଲୁଛି ନଦୀ, ଭୟରେ ଲୋକେ, ଯାତାୟତ ବାଧାପ୍ରାପ୍ତ

୧୦ଟା ୫୦ରେ ପହଞ୍ଚିବେ ମୋଦି, ତା ପରେ ଖାତାକୁ ଚଢିବ ସୁଭଦ୍ରାର ପ୍ରଥମ କିସ୍ତି

ଓଡିଶାଭୁବନେଶ୍ୱରମୁଖ୍ୟ ଖବର

By ଓଡ଼ିଶା ସମ୍ବାଦ ବ୍ୟୁରୋ On Sep 16, 2024

 

Share

ଭୁବନେଶ୍ବର: ଆସୁଛନ୍ତି ମୋଦି । ରାଜ୍ୟର ମହିଳାଙ୍କ ପାଇଁ ଶୁଭାରମ୍ଭ କରିବେ ସୁଭଦ୍ରା ଯୋଜନା । ଏଥିପାଇଁ ମୋଦିଙ୍କ ଗସ୍ତର ଏକ ବିସ୍ତୃତ ବିବରଣୀ ଦିଆଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ବିମାନବନ୍ଦରରୁ ସିଧା ଗାଡ଼କଣ ବସ୍ତି ଅଭିମୁଖ୍ୟ ବାହାରିବ ପ୍ରଧାନମନ୍ତ୍ରୀ କାରକେଡ । ପାଖାପାଖି ୧୧ଟା ୧୦ରେ ଗାଡ଼କଣ ବସ୍ତିରେ ପହଞ୍ଚି ୧୧ଟା ୧୫ରୁ ୧୧ଟା ୪୫ ଯାଏ ସେଠି ଆବାସ ହିତାଧିକାରୀଙ୍କ ସହ କଥା ହେବେ ମୋଦି । ପରେ ୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ । ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବା ଭିତରେ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁମାରମ୍ଭ କରି କିଛି ମହିଳାଙ୍କୁ ଟଙ୍କା ପ୍ରଦାନ କରିବା ସହିତ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ଓ ଲୋକାର୍ପଣ କରିବେ । ଏହାପରେ ଜନତା ମଇଦାନରେ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.