ପୁଣି ବଢିଲା ଘରୋଇ LPG ଗ୍ୟାସ

ନୂଆଦିଲ୍ଲୀ: ପୁଣି ବଢିଲା ଘରୋଇ LPG ଗ୍ୟାସ ସିଲିଣ୍ଡର ଦର। ୧୪.୨ କେଜି ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ବଢିଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା ବଢିଥିବାବେଳେ ୧୯ ଲିଟର କମର୍ସିଆଲ ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା ବଢିଛି ।

ସିଲିଣ୍ଡର ପିଛା ୫୦ଟଙ୍କା ବଢିବା ପରେ ଭୁବନେଶ୍ୱରରେ ଘରୋଇ LPG ସିଲିଣ୍ଡର ୧୦୨୯ ଓ ଦିଲ୍ଲୀରେ ୧୦୫୩ ଟଙ୍କାରେ ଉପଲବ୍ଧ ହେବ ।

Comments are closed.