ଆଜି ଆଇପିଏଲ୍‌ର ଫାଇନାଲ ଟକ୍କର: କିଏ ହେବ ଚାମ୍ପିଅନ୍‌?

ଆଜି ଆଇପିଏଲ୍‌ର ଫାଇନାଲ ଟକ୍କର । କିଏ ହେବ ଆଇପିଏଲ୍‌ ୨୦୨୨ର ଚାମ୍ପିଅନ୍‌। ଆଇପିଏଲ୍‌ରେ ପ୍ରଥମ ପ୍ରଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ନା ରାଜସ୍ଥାନ ରୟାଲ୍ସ ।

ଉଭୟ ଟିମ୍‌ ଲିଗ୍‌ ପର୍ଯ୍ୟାୟରେ ନିଜର ଦବ୍‌ଦବା ଦେଖାଇ ପ୍ଲେ ଅଫ୍‌କୁ କ୍ୱାଲିଫାଏ କରିଥିଲେ। ଆଜି କିଏ ଖେଳିବ ଦମ୍‌ଦାର ଇନିଂସ, ଆଉ କିଏ ଜିତିବ ମ୍ୟାଚ୍‌? ଗୁଜରାଟ ଟାଇଟନ୍ସ ନା ପ୍ରଥମ ଆଇପିଏଲ୍‌ ବିଜେତା ରାଜସ୍ଥାନ ରୟାଲ୍ସ।

Comments are closed.