ଏସ୍‌ଟିଏଫ୍‌ କବ୍‌ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ

ଅନୁଗୁଳ : ଏସ୍‌ଟିଏଫ୍‌ କବ୍‌ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ। ୪ କେଜି ୫୦୦ ଗ୍ରାମର ଦୁଇଟି ହାତୀ ଦାନ୍ତ ଜବତ ହୋଇଛି। ଚୋରା ଚାଲାଣକାରୀ ଦୁର୍ଯ୍ୟାଧନ ପ୍ରଧାନକୁ ଗିରଫ କଲା ଏସ୍‌ଟିଏଫ୍‌। ଅନୁଗୁଳ ବନବିଭାଗ ସହାୟତାରେ ଦୁର୍ଯ୍ୟୋଧନକୁ ବାନ୍ଧିଲା ଏସ୍‌ଟିଏଫ୍‌।

ଅନୁଗୁଳ ଜିଲ୍ଲା କନ୍ଧ କୋଇଲି ଗାଁ ନିକଟରେ ଡିଲ୍‌ ବେଳେ ମାଡବସିଲା ଏସ୍‌ଟିଏଫ୍‌।

Comments are closed.