BREAKING NEWS : ଗ୍ରାମ ବାସୀଙ୍କ ସହଯୋଗରେ ହରିଣଛୁଆ ଉଦ୍ଧାର
ଆନନ୍ଦପୁର: ବଉଳା ଜଙ୍ଗଲ ରୁ ଗୋଠ ଛଡାହୋଇ ଏକା ଏକା ବୁଲୁଥିବା ହରିଣ ଛୁଆ ଗ୍ରାମ ବାସୀଙ୍କ ସହଯୋଗ ରେ ଉଦ୍ଧାର ହୋଇଛି |ସୂଚନା ଏହିକି ହାଟଡିହି ବ୍ଲକ ଷଡ଼ଙ୍ଗ ଗ୍ରାମପଞ୍ଚାୟତ ସମଣା ଗ୍ରାମ ପଞ୍ଚାୟତ ମରୁଆ ଗ୍ରାମ ରେ ଦୁଇ ଦିନ ହେବଷଡ଼ଙ୍ଗା ରେ ବୁଲୁଥିବା ବେଳେ |ଅଜଣା ପଶୁଙ୍କୁ ଗ୍ରାମ ରେ କେହି ଚିହିଁ ପାରି ନଥିଲେ ପରେ ହରିଣ ଛୁଆ ଚିହିଁ ପାରି ହରିଣ ଛୁଆକୁ ଉଦ୍ଧାର କରିବା ପାଇଁ ଗ୍ରାମ ର ଗ୍ରାମ ବାସୀ ଦୌଡେଇ ଥିଲେ |ହରିଣ ଛୁଆ ଦୌଡେ ଇବା ପରେ ହରିଣ ଛୁଆଟି ଦୌଡ଼ି ଦୌଡ଼ି ହାଲିଆ ହେବାରୁ ମରୁଆଁ ଗ୍ରାମ ର ଏକ ପୋଖରୀ ରେ ପଡିଯିବା ପରେ |ଗ୍ରାମ ବାସୀଙ୍କ ସହ ଯୋଗ ରେ ହରିଣ ଛୁଆ କୁ ଉଦ୍ଧାର କରି ହଦଗର ଫରେଷ୍ଟ ଙ୍କୁ ଖବର ଦେଇଥିଲେ |ହଦଗର ଫରେଷ୍ଟ ଖବର ପାଇ ଫରେଷ୍ଟର ମଳୟ କୁମାର ଶାହୁ ମରୁଆଁ ଗ୍ରାମ କୁ ଯାଇ ହରିଣ ଛୁଆ କୁ ଉଦ୍ଧାର କରିଥିଲେ | ଆୟାନନ୍ଦପୁରରୁ ରଞ୍ଜନ କୁମାର ଭୂୟାଁଙ୍କ ରିପୋର୍ଟ