ଘର ଆଗରୁ ଝୁଲନ୍ତା ମୃତ ଦେହ ଉଦ୍ଧାର
ରାଉରକେଲା : ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ଏଭଳି ଘଟଣା ଘଟିଛି ରାଉରକେଲା ସହରର ସେକ୍ଟର ୧୬ଅଞ୍ଚଳର ଶିବାଜୀ ନଗର ବସ୍ତିରେ। ମୃତ ଯୁବକ ଜଣଙ୍କ ହେଲେ ସୋନୁ ବଡାଇକ ।
ଆଜି ସକାଳେ ସୋନୁଙ୍କ ମୃତଦେହ ଯୁବତୀଙ୍କ ଘର ସାମ୍ନାରେ ଥିବା ଗଛରେ ଓହଳିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସୋନୁଙ୍କ ମୃତଦେହ ନିକଟରେ ତାଙ୍କ ଚପଲ ଓ ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡ଼ିଛି।
Comments are closed.