ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଯୁବକଙ୍କୁ ହାଣିଲେ ଅପରାଧୀ । ଭୁବନେଶ୍ୱର ଗୌତମନଗର ରେଲୱେ ବସ୍ତିରେ ଏହି ଅଘଟଣ ଘଟିଛି। ଯୁବକ ଜଣକ ଯୁବକଙ୍କୁ ହାଣିଲେ ଅପରାଧୀ । ଭୁବନେଶ୍ୱର ଗୌତମନଗର ରେଲୱେ ବସ୍ତିରେ ଏହି ଅଘଟଣ ଘଟିଛି। ଯୁବକ ଜଣକ ହେଲେ ପି.ରାମରାଓ । ତାଙ୍କ କାନ ଓ ପିଠିରେ ହଣା ଦାଗ ରହିଛି। ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିବା ଜଣାପଡିଛି। ପି.ରାମରାଓ । ତାଙ୍କ କାନ ଓ ପିଠିରେ ହଣା ଦାଗ ରହିଛି। ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିବା ଜଣାପଡିଛି।

ସେ ନାମକ ଏକ ନମ୍ବର ମାର୍ଟେକ୍‌ରେ ବ୍ୟବସାୟ କରୁଛନ୍ତି। ପୂର୍ବରୁ ରାମରାଓ ଅପରାଧ କରୁଥିଲେ। ଏବେ ଅପରାଧ ଛାଡି ବ୍ୟବସାୟ କରୁଛନ୍ତି।

Comments are closed.